ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେକି :ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କେବେ ?

ଭୁବନେଶ୍ୱର(ଖଣ୍ଡଗିରି): ଖଣ୍ଡଗିରି ଟ୍ରାଫିକ୍‌ ଛକର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣର କଥା। ୨୦୧୭ ନଭେମ୍ବରରେ ସଏଲ୍‌ ଟେଷ୍ଟ୍‍ କାମ ଆରମ୍ଭ ହେଲା। ପିଲାର୍‌ ନିର୍ମାଣ ହେବାକୁ ଥିବା ପଏଣ୍ଟଗୁଡ଼ିକର ସଏଲ୍‌ ଟେଷ୍ଟ ସରୁ ସରୁ ନଭେମ୍ବର ବିତିଗଲା। ଲୋକେ ଧରିନେଲେ କାମ ଜୋର୍‌ଦାର୍‌ ଚାଲିଲା ଓ ଏଣିକି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ପୂରା ଦମ୍‌ରେ ଚାଲିବ ଓ ଖୁବ୍‌ ଶୀଘ୍ର ସରିବ। କିନ୍ତୁ ସେଇଠି ଅଟକି ଗଲା ନିର୍ମାଣ … Continue reading ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେକି :ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କେବେ ?